ସ୍କୁଲ୍‌ ଛାତରୁ ବର୍ଷାଜଳ ସଂରକ୍ଷଣ ଯୋଜନାରେ କୋଟି କୋଟି ଖର୍ଚ୍ଚ : ଫଳ ଶୂନ୍‌

କଟକ: ବର୍ଷାଦିନେ ସ୍କୁଲ ଛାତ ଉପରୁ ଜଳ ସଂରକ୍ଷଣ ପାଇଁ ଯୋଜନା କଲେ ସରକାର। ଏହି ଯୋଜନା ପ୍ରତି ସ୍କୁଲରେ ଆରମ୍ଭ ହେଲା। ସ୍କୁଲ ଛାତ ଉପରେ ବର୍ଷାଦିନେ ତଳକୁ ଗଡ଼ୁଥିବା ଜଳ ଛାତକୋଣରେ ତଳେ ଥୁଆ ହୋଇଥିବା ସିମେଣ୍ଟ କୁଣ୍ଡରେ ସଂରକ୍ଷଣ ହେବ। ସେଥିରୁ ପାଣି ଯିବା ପାଇଁ ଅନ୍ୟ ଏକ କୁଣ୍ଡ ରହିବ। ଏହି କୁଣ୍ଡରେ ଅଳିଆ ଆବର୍ଜନା ପଡ଼ିବ। ଉକ୍ତ ଆବର୍ଜନା ସଢ଼ି ଖତ ହେଲେ … Continue reading ସ୍କୁଲ୍‌ ଛାତରୁ ବର୍ଷାଜଳ ସଂରକ୍ଷଣ ଯୋଜନାରେ କୋଟି କୋଟି ଖର୍ଚ୍ଚ : ଫଳ ଶୂନ୍‌